ଓଡ଼ିଶାରେ ପୁଣି ଆନ୍ଧ୍ର ଦାଦାଗିରି: ଫଗୁଣସିନେରୀ ଓ ଫାଟୁ ସିନେରୀରେ ବାଣ୍ଟିଲା ଖେଳ ସମାଗ୍ରୀ ଓ ଋଣ

କୋରାପୁଟ: ଓଡ଼ିଶାରେ ପୁଣି ଥରେ ଆନ୍ଧ୍ର ପ୍ରଦେଶର ଦାଦାଗିରି ଦେଖିବାକୁ ମିଳିଛି। ପାର୍ବତୀପୁରମ ପ୍ରଶାସନ ଓଡ଼ିଆ ଲୋକଙ୍କୁ ଆକର୍ଷିତ କରିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜର ଫଗୁଣସିନେରୀ ଓ ଫାଟୁସିନେରୀ ଗାଁରେ ପ୍ରବେଶ କରି ବାଣ୍ଟିଛି ଖେଳ ସାମଗ୍ରୀ ସହ ୠଣ। ପାର୍ବତୀପୁରମ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ବି.ବିକ୍ରମାଦିତ୍ୟ ଓ ପିଓ ଆଇଟିଡିଏ ଆର.କୁର୍ମାନାଥ ଦୀର୍ଘ ସମୟ ଧରି ଏଲହି ଦୁଇ ଗାଁ ସମୟ ଅତିବାହିତ … Continue reading ଓଡ଼ିଶାରେ ପୁଣି ଆନ୍ଧ୍ର ଦାଦାଗିରି: ଫଗୁଣସିନେରୀ ଓ ଫାଟୁ ସିନେରୀରେ ବାଣ୍ଟିଲା ଖେଳ ସମାଗ୍ରୀ ଓ ଋଣ